Jump to ratings and reviews
Rate this book

କା

Rate this book

216 pages, Hardcover

14 people want to read

About the author

Kanhu Charan Mohanty

7 books3 followers
Kanhu Charan Mohanty (11 August 1906 – 6 April 1994) was an Indian Odia language novelist who has authored fifty-six novels in a career spanning over six decades from 1930 to 1985. He is considered as "one of the most popular and celebrated novelists of Odisha".
Mohanty was awarded the Sahitya Akademi Award in 1958 for his novel, Kaa, published in 1956, and was one of the fellows of the Sahitya Akademi. Mohanty died on 6 April 1994 at the age of 87.

Courtesy: Wikipedia

Ratings & Reviews

What do you think?
Rate this book

Friends & Following

Create a free account to discover what your friends think of this book!

Community Reviews

5 stars
3 (75%)
4 stars
0 (0%)
3 stars
1 (25%)
2 stars
0 (0%)
1 star
0 (0%)
Displaying 1 of 1 review
8 reviews
January 22, 2026
ବହି ର ନାଁ '' କା " ନ ହୋଇ "ସା", ଯିଏ କାହାଣୀର ମୂଖ୍ୟ ଚରିତ୍ର, ହୋଇ ଥିଲେ ବ୍ୟକ୍ତିଗତ ସ୍ତରରେ ମୁଁ ଖୁସୀ ହୋଇ ଥାଆନ୍ତି। ଗାଉଁଲି ଜୀବନ ର ସରଳ ଶୈଳୀ କୁ ଅନାୟାସରେ ଏକ ଜୀବନ୍ତ ଦୃଶ୍ୟ ରୂପେ ପାଠକ ସମ୍ମୁଖରେ ଉପସ୍ଥାପନ କରା ହୋଇଛି। ବେଳେ ବେଳେ ବିରକ୍ତ ଲାଗେ ମୂଖ୍ୟ ଚରିତ୍ରର ସରଳତା ଓ ଅପ୍ରତ୍ୟାଶିତ ଭଲ ପାଇବାକୁ ନେଇ । ଆଶା କରୁଥିଲି ସମାପ୍ତିଟା ସୁଖକର ହେଉ, କିନ୍ତୁ ଲେଖକ ଜାଣନ୍ତି ସୁଖକର ସମାପ୍ତି ଅପେକ୍ଷା ଦୁଃଖଭରା ସମାପ୍ତି ମଣିଷ ହୃଦୟରେ ଗଭୀର ରେଖାପାତ କରେ, ଦୀର୍ଘ ସ୍ଥାୟୀ ହୁଏ ଏବଂ ପରିଶେଷରେ ଜନାଦୃତ ହୁଏ।
Displaying 1 of 1 review

Can't find what you're looking for?

Get help and learn more about the design.