S.Ach686 reviews208 followersFollowFollowApril 14, 2025ବହୁତ ସୁନ୍ଦର ସଂକଳନଟିଏ। ଭାବ, ଚିନ୍ତା, ଦୁଃଖ, ବେଦନା, ବ୍ୟଙ୍ଗ, କ୍ରୋଧ, ଅଭିମାନ, ପ୍ରେମ ରେ ଭରପୁର ଏକାଙ୍କିକା ଗୁଡିକ।ମନଛୁଆଁ। indian-lit-odia