What do you think?

Dehatita
Hardcover
Published January 1, 2017
About the author
Pratibha Ray
94 books93 followersPratibha Ray is an Indian academic and writer. Her search for a "social order based on equality, love, peace and integration", continues, since she first penned at the age of nine. She wrote for a social order, based on equality without class, caste, religion or sex discriminations which are so common in India.
She was formerly a professor in Education and former member of Odisha Public Service Commission. She is one of the leading fiction writers in India writing in her mother tongue Odia. She has several novels, travelogues, short story, poetry and essay collections to her credit. She is the recipient of the Jnanpith Award for her contribution to Indian literature, the Moorti Devi Award, the Sahitya Akademi Award and the Padma Shri given by the Government of India.

Ratings & Reviews
Friends & Following
Create a free account to discover what your friends think of this book!
Community Reviews
Displaying 1 - 3 of 3 reviews
January 28, 2026
ଆତ୍ମାର ବିଭିନ୍ନ କ୍ରିୟା ପାଈଁ ଶରୀର ଏକ ସାଧନ ମାତ୍ର । କିନ୍ତୁ ମଣିଷ ଶରୀରକୁ "ମୁଁ" ର ଆଖ୍ୟା ଦିଏ । ଏବଂ ଏହି ନଶ୍ୱର ଶରୀର ର ପ୍ରତ୍ୟେକ କ୍ଷୟ ସହିତ ସେ ନିଜର ଆତ୍ମାକୁ ଦୁଃଖ ଦେଇ ଚାଲେ। ଯିଏ ଅନୁଭବ କରେ ଯେ ଆତ୍ମା ହେଉଛି ଦେହାତୀତ ଏବଂ ସେ ଅବିନଶ୍ୱର, ସେ ଯେ କୌଣସି ପରିସ୍ଥିତିକୁ ହସି ହସି ମୁକାବିଲା କରିପାରେ।
ଉପନ୍ୟାସଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ।
ଉପନ୍ୟାସଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ।
July 12, 2026
ଦେହାତୀତ
ସ୍ବାସ୍ଥ୍ୟ ହିଁ ସମ୍ପଦ। ଜୀବନରେ ଆମକୁ ଟିକେ ଅସୁବିଧା କିମ୍ବା ଦୁଃଖ ମିଳିଲେ ଆମକୁ ଲାଗେ। ଜୀବନ କେତେ କଷ୍ଟମୟ।
କିନ୍ତୁ, ଯେତେବେଳେ ସ୍ବାସ୍ଥ୍ୟରେ ଅବୋନତି ଘଟେ। ସେତେବେଳେ ଆମକୁ ଅନୁଭବ ହୁଏ ଯେ , ବାହ୍ୟ ସମସ୍ୟା କେତେ ଛୋଟ ଆମ ଶରୀର ଆଗରେ,
“ଦେହାତୀତ”, ‘ପ୍ରତିଭା ରାୟ’ ଙ୍କ ଦ୍ୱାରା ଲିଖିତ ଏକ ସୁନ୍ଦର କାହାଣୀ। “ସ୍ବାହା” ର କାହାଣୀ, ସଂଘର୍ଷ ର କାହାଣୀ, ଜୀବନ ଯୁଦ୍ଧ ରେ ହାରିକି ଭି ଜିତି ଯାଇଥିବା ଝିଅଟିଏ ର କାହାଣୀ, ତା’ର ଦୁଃଖ ଓ କଷ୍ଟ ଆଗରେ ଦୁନିଆ ର ସବୁ ଅସୁବିଧା ଛୋଟ ମନ ହୁଏ।
ଶ୍ୟାମଳ ବାବୁ ଓ ବସୁଧା ଦେବୀଙ୍କ ର ଅଲିଅଳି ସାନ କନ୍ୟାରତ୍ନ ହେଉଛି ସ୍ବାହା, ଛୋଟ ବେଳୁ ନୃତ୍ୟରେ ମନ , ପ୍ରଜାପତି ପରି ଘୁରି ବୁଲେ ଶ୍ୟାମଳବାବୁ ଙ୍କର ସେହି ସରକାରୀ ବାସଭବନ ଓ ବଗିଚାରେ, ପରକୁ ଆପଣା କରିବାର କଳା ତା ଠାରେ ଭରପୁର ଅଛି। ବସୁଧା ଦେବୀଙ୍କ ସବୁ ସଦଗୁଣ ସ୍ବାହା ଠାରେ ଦେଖିବାକୁ ମିଳେ। କରୁଣା, ଦୟା, ସ୍ନେହ, ମମତା ସବୁ ଗୁଣ ଯେମିତି ମାଙ୍କ ଠାରୁ ଛଡେଇ ଆଣିଛି।
କିନ୍ତୁ, ହଠାତ୍ ଏକ ବିପଦ ପଡ଼ିଲା ସ୍ବାହା ଉପରେ , ଶରୀରର ନିମ୍ନଭାଗ ଯେମିତି ଆଉ କାମ କରିଲା ନାହିଁ। ଅନେକ ଚିକିତ୍ସା ସତ୍ତ୍ୱେ ମଧ୍ୟ ଭଲ ହୋଇ ପାରିଲା ନାହିଁ। ଶଯ୍ୟାଶାୟୀ ହୋଇ ପଡ଼ି ରହିଲା ଦୀର୍ଘ ଚଉଦ ବର୍ଷ ଧରି, କିନ୍ତୁ ଆତ୍ମବିଶ୍ବାସ ହରାଇ ନଥିଲା। ରୋଗୀ ହୋଇ ମଧ୍ୟ ସେ ସବୁବେଳେ ଅନ୍ୟ ମାନଙ୍କ କଥା ଭାବେ। ସାନ ଝିଅର ଏମିତି ଅବସ୍ଥା ଦେଖି ଦୁଃଖରେ ବାପା ଓ ମାଆ ମ୍ରିୟମାଣ ହୋଇପଡିଲେ। ବାପା , ମାଙ୍କ ଚେଷ୍ଠା କିନ୍ତୁ ଜାରି ରହିଥିଲା ଝିଅକୁ ଯେମିତି ଭି ସେ ସୁସ୍ଥ କରିବେ। କିନ୍ତୁ, ଭଗବାନଙ୍କ ଇଚ୍ଛା ଆଗରେ ମନୁଷ୍ୟ ତୁଚ୍ଛ।
ମଣିଷ ବିପଦରେ ପଡ଼ିଲେ ନାସ୍ତିକ ହୋଇଯାଏ ।କିନ୍ତୁ, ସ୍ବାହା ଠାରୁ ଶିଖିବାକୁ ମିଳିଲା, ଦୁଃଖ ସମୟରେ ଭଗବାନ ଙ୍କୁ ଭଲ ପାଇଲେ ଦୁଃଖର ମାତ୍ର ଟିକେ କମିଯାଏ। ଜଗନ୍ନାଥ ଙ୍କୁ ଏକମାତ୍ର ସାହାରା ବନେଇଥିଲା ସେ,
କହୁଥିଲା କାଳେ ଜଗତର ନାଥଙ୍କ ବି ଗୋଡ଼ ନାଇ କିନ୍ତୁ ସମଗ୍ର ସଂସାର ଭାର ତାଙ୍କରି ଉପରେ, ତେବେ ମୁଁ କାହିଁ ଦୁଃଖ କରିବି ନିଜେ ପଙ୍ଗୁ ବୋଲି।
ପ୍ରତିଭା ରାୟଙ୍କ ଦ୍ଵାରା ଲିଖିତ ନାରୀ ମାନେ ବାସ୍ତବରେ ବହୁତ ସାହସୀ। ଅନେକ ନାରୀଙ୍କ ପାଇଁ ସେ ପ୍ରେରଣା ଦେଇଛନ୍ତି ଜୀବନ ସହ କେମିତି ଲଢ଼ା ଯାଏ। କେମିତି ସମସ୍ତ ଅସୁବିଧାକୁ ସମ୍ମୁଖୀନ କରି ଜୀବନରେ ଆଗକୁ ବଢ଼ିବାକୁ ହୁଏ।
ବସୁଧା ଙ୍କ ତ୍ୟାଗ ଓ ସେବା ପାଇଁ ଝିଅ ଟି ବୋଧେ ଏତେଦିନ ବଞ୍ଚି ରହିପାରିଥିଲା।
ମାଆ ପରି କିଏ ହୋଇପାରିବେ ନାହିଁ।
ଶ୍ୟାମଳ ବାବୁଙ୍କ ଚରିତ୍ରଟି ଠିକ୍ ନଡ଼ିଆ ପରି ,ବାହାର କଠିନ ଓ ଶକ୍ତ, ଭିତର ପଟୁ ନରମ , କେତେ ସେ ଚିନ୍ତିତ ଥିଲେ ସେ ନିଜ ଝିଅ ପ୍ରତି, ଅନେକ ଭଲ ପାଇବା , କୋହ ହୃଦୟରେ ଚାପି ଅସୁବିଧାର ସମ୍ମୁଖୀନ କରିଥିଲେ। ଶେଷ ୪,୫ ପୃଷ୍ଠା ହୃଦୟ ବିଦାରକ ଥିଲା।
ଓଁକାର ଓ ଦେବୀଙ୍କ ଠାରେ ସ୍ବାହା ଋଣୀ ହୋଇ ରହିଗଲା। ନିଜର ନ ହେଇ ମଧ୍ୟ ଯେତେ ସେବା ସେମାନେ କଲେ, ନିଜ ଲୋକ ମଧ୍ୟ ସେତିକି କରିପାରିବ ନାହିଁ।ସମସ୍ତ ଚରିତ୍ର ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଅଛି।

September 7, 2026
Jibana ra sangya ama tharu besi ta pakhe thaye jaha pain loka mane tara mrutyu ku besi asa rakhithanti... j jibana ku jeeinbaku chahe athacha sadharana loka pari jee parena. Samaya ra khela re kebe kebe ame bahut kichi harai dau au bhabu ama saha hi kahinki emiti hela au bhuli jau ei sansara re loka achanti jahanku bhagawan sadharana jibana jeebara b bata band karideichanti... kehi abdha ta kehi paralyze ho jauchi
Displaying 1 - 3 of 3 reviews