Jump to ratings and reviews
Rate this book

Nishiddha Pruthibi

Rate this book

Hardcover

Published January 1, 2019

1 person want to read

About the author

Pratibha Ray

95 books87 followers
Pratibha Ray is an Indian academic and writer. Her search for a "social order based on equality, love, peace and integration", continues, since she first penned at the age of nine. She wrote for a social order, based on equality without class, caste, religion or sex discriminations which are so common in India.

She was formerly a professor in Education and former member of Odisha Public Service Commission. She is one of the leading fiction writers in India writing in her mother tongue Odia. She has several novels, travelogues, short story, poetry and essay collections to her credit. She is the recipient of the Jnanpith Award for her contribution to Indian literature, the Moorti Devi Award, the Sahitya Akademi Award and the Padma Shri given by the Government of India.

Ratings & Reviews

What do you think?
Rate this book

Friends & Following

Create a free account to discover what your friends think of this book!

Community Reviews

5 stars
0 (0%)
4 stars
0 (0%)
3 stars
1 (100%)
2 stars
0 (0%)
1 star
0 (0%)
Displaying 1 of 1 review
8 reviews
February 6, 2026
ଏହି ଉପନ୍ୟାସର କାହାଣୀଟି ଆପଣଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ଏକ ଅଜଣା ଭବିଷ୍ୟତ ର ଉନ୍ମୋଚନ ଆଶାରେ । ଆଉ ସେହି ଭିତରେ ପ୍ରତିଭା ରାୟଙ୍କ ଲେଖା ଶୈଳୀ ଆପଣଙ୍କୁ ମନ୍ତ୍ର ମୁଗ୍ଧ କରୁଥିବ ବାରମ୍ବାର।

କିନ୍ତୁ ବ୍ୟକ୍ତିଗତ ଭାବରେ ମୋର ଅଭିଯୋଗ କାହାଣୀର ମୂଖ୍ୟ ଚରିତ୍ରର ଚିନ୍ତାଧାରାକୁ ନେଇ। କଣ ପାଇଁ ଆମ ଲେଖକ ମାନେ ମହିଳା ଙ୍କୁ ଉଦାରତା ଓ ମହାନତାର ଚରମ ସୀମାକୁ ନେବା ପାଇଁ ଏତେ ବ୍ୟଗ୍ର? କାହାଣୀର ମୂଖ୍ୟ ଚରିତ୍ର ନିଜର ମହାନତା ଦେଖାଇ ନିଜର ସ୍ବାମୀକୁ ଅନ୍ୟ ଜଣେ ମହିଳାଙ୍କୁ ଟେକି ଦେଇଛନ୍ତି । କୁହାଯାଏ ସାହିତ୍ୟ ହେଉଛି ସମାଜର ଦର୍ପଣ । କଣ ସମାଜରେ ଏଭଳି ନିଦର୍ଶନ ଦେଖିବାକୁ ମିଳୁଛି ଯେଉଁଠି ସ୍ତ୍ରୀ ନିଜ ସ୍ବାମୀକୁ ଅନ୍ୟ ମହିଳାଙ୍କୁ ଅନାୟାସରେ ଉତ୍ସର୍ଗ କରୁଛନ୍ତି, ତାହା ପୁଣି ସ୍ବାମୀଙ୍କ ବିରୋଧ ସତ୍ତ୍ଵେ। ଏହା ପୂର୍ବରୁ କାହ୍ନୁ ଚରଣ ଙ୍କ "କା" ପଢ଼ିଥିଲି। ସେଥିରେ ମଧ୍ଯ ସମାନ ଅବସ୍ଥା । ଏହା ସତ ଯେ, ମହିଳା, ପୁରୁଷଙ୍କ ତୁଳନାରେ ଅଧିକ ତ୍ୟାଗ କରନ୍ତି, କିନ୍ତୁ ସେ ତ୍ୟାଗ ଥାଏ ନିଜର ସ୍ବାମୀ ଓ ନିଜ ପରିବାରର ମଙ୍ଗଳ ପାଇଁ ।
ଯଦି କାହାଣୀ କାଳ୍ପନିକ, ତେବେ ଏହି ଉପନ୍ୟାସକୁ ଏକ ସୁଖ ଦାୟକ ଓ ବାସ୍ତବଧର୍ମୀ ସମାପ୍ତି ଦିଆ ଯାଇ ପାରି ଥାଆନ୍ତା। କିନ୍ତୁ, ନା । ସବୁ କାହାଣୀରେ ଏକ ମର୍ମନ୍ତୁଦ ହୃଦୟ ବିଦାରକ ସମାପ୍ତି ଦେଇ ଆମ ଲେଖକ ମାନେ ପାଠକ ମାନଙ୍କୁ ଛାଡି ଦିଅନ୍ତି।

ଏବଂ ଶେଷରେ ପ୍ରକାଶକଙ୍କୁ ଅନୁରୋଧ ମୁଦ୍ରଣ ପୂର୍ବରୁ ପ୍ରୁଫ ସଂଶୋଧନ କରନ୍ତୁ। ଏଥିରେ ବହୁ ମାତ୍ରାରେ ମୁଦ୍ରଣ ତ୍ରୁଟି ଅଛି। ଆଦ୍ୟା ପ୍ରକାଶନୀ ଯିଏ ପ୍ରତିଭା ରାୟ ଙ୍କ ସମସ୍ତ ବହି ମୁଦ୍ରଣ କରେ, ତାଙ୍କଠୁ ଏହା ଆଶାତୀତ । ଏଥିରେ ପ୍ରକାଶକ ଓ ଲେଖିକାଙ୍କ ଅପେକ୍ଷା ଆମ ଓଡ଼ିଆ ଭାଷା ହିଁ ବେଶୀ କ୍ଷତିଗ୍ରସ୍ତ ହେଉଛି।
This entire review has been hidden because of spoilers.
Displaying 1 of 1 review

Can't find what you're looking for?

Get help and learn more about the design.