Jump to ratings and reviews
Rate this book

ଐକତାନ - Aikataana

Rate this book
Odia Stories Aeikatana By Pratibha Ray

160 pages, Hardcover

Published January 1, 2011

2 people want to read

About the author

Pratibha Ray

98 books90 followers
Pratibha Ray is an Indian academic and writer. Her search for a "social order based on equality, love, peace and integration", continues, since she first penned at the age of nine. She wrote for a social order, based on equality without class, caste, religion or sex discriminations which are so common in India.

She was formerly a professor in Education and former member of Odisha Public Service Commission. She is one of the leading fiction writers in India writing in her mother tongue Odia. She has several novels, travelogues, short story, poetry and essay collections to her credit. She is the recipient of the Jnanpith Award for her contribution to Indian literature, the Moorti Devi Award, the Sahitya Akademi Award and the Padma Shri given by the Government of India.

Ratings & Reviews

What do you think?
Rate this book

Friends & Following

Create a free account to discover what your friends think of this book!

Community Reviews

5 stars
1 (100%)
4 stars
0 (0%)
3 stars
0 (0%)
2 stars
0 (0%)
1 star
0 (0%)
Displaying 1 of 1 review
Profile Image for S.Ach.
700 reviews208 followers
December 9, 2024
ପ୍ରତିଭା ରାୟଙ୍କୁ ଜଣେ ଭଲ ଲେଖିକା କହିବା, ହୁଏତ ତାଙ୍କର ପ୍ରତିଭାକୁ ଉଚିତ ଶ୍ରେୟ ନ ଦେବା ସହିତ ସମାନ।
ମୋ ମତରେ ଜୀବନକୁ ବହୁତ ପାଖରୁ ଦେଖିଥିବା ଜଣେ ଦାର୍ଶନିକା ସେ। ସୁଖ, ଦୁଃଖ, ମିଳନ, ବିୟୋଗ, ଆନନ୍ଦ, ବିଷାଦ, ଶୋକ, କ୍ଷୋବ, ବ୍ୟଙ୍ଗ, ଅସହାୟତା, କ୍ରୋଧ - ଯେତେ ପ୍ରକାର ଭାବ ଅଛି ଏ ଦୁନିୟାରେ, ସବୁ କିଛି ସାଉଁଟି ଆଣି ସେ ତାଙ୍କ ଲେଖା ରେ ଅଜାଡି ପକାନ୍ତି । ତାଙ୍କର ପ୍ରତ୍ୟେକଟି ରଚନାରେ ପ୍ରତିଫଳିତ ହୁଏ ତାଙ୍କର keen sense of observation.

କେତକ ଚାଲାକ ଲେଖକ ଯେତେବେଳେ ନିଜ ଗଳ୍ପ ସଂକଳନ ପ୍ରକାଶ କରନ୍ତି, ଭଲ ଭଲ ଗପ ଭିତରେ କିଛି ଟା ସାଧାରଣ ଗପ ଲୁଚେଇ ଦିଅନ୍ତି। ସାଇତି ରଖନ୍ତି ତାଙ୍କର ଭଲ ଗପଗୁଡ଼ିକୁ ତାଙ୍କର next ସଂକଳନ ପାଇଁ । ପ୍ରତିଭା ରାୟ ସେ ଚାଲାଖି ଟା ଶିଖି ପାରିଲେନି। ନହେଲେ ସବୁଯାକ ଭଲ ଗପ ଗୁଡିକୁ ଗୋଟେ ସଂକଳନ ରେ ପ୍ରକାଶ କରିବା ର meaning କଣ?

ଏହି ସଂକଳନ ରେ ଥିବା ଗଳ୍ପ ଗୁଡିକ ହେଲା -
ଦିବ୍ୟଦୃଷ୍ଟି
ବର୍ଷା ରାତି
ନାରଙ୍ଗୀ
ଗେଷ୍ଟରୁମ
ବ୍ୟତିକ୍ରାନ୍ତ
ଅରମା
କୁହୁଡି
ଭ୍ରମ ସଂଶୋଧନ
କୁକୁର ପ୍ରତି ସାବଧାନ
ସହଯାତ୍ରୀ
ଅବିଭାଜ୍ୟ
ବାବୁ ବାଥରୁମ ରେ ଅଛନ୍ତି
ବିଧୁର ଦାମ୍ପତ୍ୟ ମଧୁର ଆସ୍ଵାଦ
ଶେଷ ଯାତ୍ରା
ନିରୁଦିଷ୍ଟ
ମୁଁ ଯଦି ଜାଣି ଥାନ୍ତି
ଐକତାନ
Displaying 1 of 1 review