Jump to ratings and reviews
Rate this book

ଅମାବାସ୍ୟାର ଚନ୍ଦ୍ର

Rate this book

Unknown Binding

16 people are currently reading
147 people want to read

About the author

Ratings & Reviews

What do you think?
Rate this book

Friends & Following

Create a free account to discover what your friends think of this book!

Community Reviews

5 stars
29 (67%)
4 stars
8 (18%)
3 stars
3 (6%)
2 stars
0 (0%)
1 star
3 (6%)
Displaying 1 - 10 of 10 reviews
Profile Image for Soumya Sarit.
1 review2 followers
October 24, 2016
A wonderful story; unbelievably wonderful. I hope I'll never come across such a book or story in any language throughout my whole lifetime.
What are virtue and sin in their actual meaning? Amabasyara Chandra so beautifully describes the above two phenomena called virtue and sin. Author's depth of knowledge about a set of things is quite visible. Overall a must read. Haven't got enough name, fame and readership which it deserves. Needs to be translated for a wide viewership.
Profile Image for S.Ach.
686 reviews208 followers
April 28, 2025
ପାପ କଣ ? ପୁଣ୍ୟ କଣ?
ନୈତିକତାର ସୀମା କୋଉଠି ଶେଷ ହଉଛି, ଏବଂ ଆରମ୍ଭ ହଉଛି ଅନୈତିକତାର ଦୁନିଆ - ସେଇଟା କିଏ ନିର୍ଣ୍ଣୟ କରିବ? ଯାହା ଗୋଟେ ସମୟରେ ଅନୈତିକ, ତା' ଅନ୍ୟ ଏକ ସମୟରେ ସମାଜରେ ସ୍ୱୀକୃତ। ତେବେ, କାହାର ଚରିତ୍ରକୁ ସେହି ସମୟର ନୈତିକତାର ମାପକାଠିରେ ଧାର୍ଯ୍ୟ କରିବା କଣ ଉଚିତ?

ବ୍ୟକ୍ତିର ବିଚାର ପାଇଁ ତତ୍କାଳୀନ ମୂଲ୍ୟବୋଧର ଧାର୍ଯ୍ୟ ସୀମା ଯଥେଷ୍ଟ ନୁହେଁ । ଯୁଗେ ଯୁଗେ ବ୍ୟକ୍ତିର ବିଚାର ହଉଛି ତା' ମନୁଷ୍ୟତା ଜରିଆରେ। - ଏହି ଭିତ୍ତିଭୂମିରେ ରଚିତ ଏହି ଲଘୁ ଉପନ୍ୟାସଟି ପାଠକର ମନକୁ ଆନ୍ଦୋଳିତ କରେ ।

କାଉଲ କିଏ? ଜଣେ ମଦ୍ୟପ, ଲମ୍ପଟ, ଭ୍ରଷ୍ଟ, ଚରିତ୍ରହୀନ, କଳଙ୍କିତ ମଣିଷ ନା ଜଣେ ସ୍ୱାର୍ଥହୀନ ପରୋପକାରୀ ଦୟାଳୁ ପୁରୁଷ - ଏହା ନିର୍ଧାରଣ କରିବାର ଦାଇତ୍ତ୍ଵ ପାଠକ ଉପରେ ଛାଡି ଦିଅ ଯାଇଛି।

ବିଚାରଉଦ୍ଦୀପକ କାହାଣୀ , ଚମତ୍କାର ଲେଖନୀ ।
Profile Image for Abhijeet Parida.
27 reviews
May 19, 2021
The book title roughly translates to "The Moon on a Moonless Night" was written by Barrister Gobinda Das, Bar at Law Lincoln's Inn and first Odia to practice at the Supreme Court of India. A well-written commentary on sin and virtue also displays the knowledge and ain depth understanding of the author towards the concept.

The storyline goes to question the societal yardstick to discriminate a sinner from a virtuous person. It tries to put forth arguments that, what we see is just the tip of the iceberg and the reality lies far below the ocean surface.
1 review
October 17, 2024
ପାପ ଓ ପୁଣ୍ୟ ର ଭୌତିକ ସଂଜ୍ଞା ଯେ କେତେ ମାତ୍ରାରେ ଆମ ଦୈନନ୍ଦିନ ଜୀବନକୁ ଆଚ୍ଛାଦିତ କରିଛି ଏଵଂ ସେହି ଦୃଷ୍ଟିକୋଣରୁ ମଣିଷ କେତେ ଯେ ଭୁଲ ନିର୍ଣ୍ଣୟ କରି ବସେ। ପୁଣି କେତେ ଚନ୍ଦ୍ର ଭଳି ଉଜ୍ଜ୍ୱଳ ମଣିଷ ଆମର ଭ୍ରମ ସୃଷ୍ଟ ଅମାବାସ୍ୟାରେ ଲୁଚି ରହି ବିଲୀନ ହୋଇ ଯାଆନ୍ତି। ହୃଦୟସ୍ପର୍ଶୀ ଏହି ଉପନ୍ୟାସ ର ସମୀକ୍ଷା କିଛି ଶବ୍ଦରେ ତୋଳିଲେ ତାହା କେତେ ଯେ ଦୂର୍ବୋଧ୍ୟ ଏବଂ ଅପମାନ ସୂଚକ ହେବ ତାହା ଏହି ପୁସ୍ତକ ପଢ଼ିବା ପରେ ପାଠକ ଅନୁଭବ କରିବେ।
Profile Image for Jagadiswar Mohapatra.
4 reviews
September 17, 2017
This is easily the best fiction I have ever read. This book deals with number of complex issues. But the one that stands out is the value of 'sin and virtue' in different circumstances. If you are desperate to read a good book this is the one.
1 review
August 17, 2024
One of a kind. Fluidity of all the characters amazed me.
Certainly one of my best reads so far.
Displaying 1 - 10 of 10 reviews

Can't find what you're looking for?

Get help and learn more about the design.