S.Ach692 reviews209 followersFollowFollowSeptember 25, 2022ଏ ସଂକଳନ ରେ ଥିବା ଗଳ୍ପ ଗୁଡିକ ମନଛୁଆଁ ହେଲେ ମଧ୍ୟ ସ୍ମରଣୀୟ ନୁହନ୍ତି। Dr Pattnaik ଯେ ଜଣେ ଉଚ୍ଚକୋଟୀର କଥାକାର, ସେଥିରେ କାହାର ସନ୍ଦେହ ନାହିଁ । ଯଦିଓ ଏ ବହିଟି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରଷ୍କାର ରେ ସମ୍ମାନିତ, କିନ୍ତୁ ମୁଁ ଭାବୁଛି ବୋଧ ହୁଏ ଏ ସଙ୍କଳନରେ ତାଙ୍କର ଶ୍ରେଷ୍ଠ କୃତି ନାହିଁ ।author-indian award-sahitya-akademy fiction-short-stories ...more