Goodreads helps you follow your favorite authors. Be the first to learn about new releases!
Start by following Manoj Das.

Manoj Das Manoj Das > Quotes

 

 (?)
Quotes are added by the Goodreads community and are not verified by Goodreads. (Learn more)
Showing 1-6 of 6
“ସତ କଥା ଔଦ୍ଧତ୍ୟ ଭାବରେ ନିନ୍ଦିତ ହେବାରେ ନୂଆ କିଛି ନାହିଁ।”
Manoj Das, ଅମୃତ ଫଳ
“ତୃପ୍ତି ର ଆକାଂକ୍ଷା ନେଇ ମଣିଷ ସବୁ କିଛି ଆରମ୍ଭ କରେ, ଶେଷ କରେ । କିନ୍ତୁ ତୃପ୍ତି ମିଳେନା।”
Manoj Das, ଅମୃତ ଫଳ
“ଅଭିଜ୍ଞତା ହେଲା ଗୋଟେ ଚିରୁଣୀ - ଯାହା ତମକୁ ମିଳେ ତମେ ବିଲ୍କୁଲ୍ ଚନ୍ଦା ହୋଇଯିବା ପରେ!”
Manoj Das, ଅମୃତ ଫଳ
“ତଥାକଥିତ ଜ୍ଞାନ ବି ଅଜ୍ଞାନ ର ଏକ ସ୍ତର”
Manoj Das, ଅମୃତ ଫଳ
“ମୁଁ ଖାଲି ମୋ ନିଜକୁ ଜାଣେ | ତା ବି ସାମାନ୍ୟ | ସେହି ଜ୍ଞାନର ଆଲୋକରେ ବା ସେହି ଅଜ୍ଞାନର ଅନ୍ଧକାରରେ, ମୁଁ ଅନ୍ୟ କୁ ବିଚାର କରୁଛି”
Manoj Das, ଅମୃତ ଫଳ
“ଯେତେ ଲୋକ ଅନ୍ୟକୁ ଯନ୍ତ୍ରଣା ଦେଇପାରିଛନ୍ତି ବୋଲି ତୃପ୍ତି ଅନୁଭବ କରନ୍ତି, ବାସ୍ତବରେ ସେମାନେ ନିଜ ଯନ୍ତ୍ରଣା ହିଁ ଉପଭୋଗ କରୁଥାନ୍ତି।”
Manoj Das, ଅମୃତ ଫଳ

All Quotes | Add A Quote
ଅମୃତ ଫଳ (The Divine Fruit) ଅମୃତ ଫଳ
229 ratings
Chasing the Rainbow: Growing up in an Indian Village Chasing the Rainbow
83 ratings
tales told by mystics tales told by mystics
73 ratings
Open Preview