ବିଚିତ୍ର ଅନୁମାନ ସିଧା ହାଙ୍କିଲା ନଇକି କହିକି ଶିଖିଲେ ସହିକି ବେଇମାନ,
ଚଳଚିତ୍ର ସାଭଦାନ ବାଧା ବଙ୍କିଲା ଖାଇକି ରହିକି ଦେଖିଲେ ଦହକି ମେହେର୍ବାନ,
କୋଢ଼ିଆ ଗାଉଁଲି ନୁହେଁ ନାଁ କରେ କହିକି ଶୁଣିକି ଓଲଟା ହେଲା ଟଙ୍କା ନିଆ ପଲଟା,
ଚଢ଼ି ଆ ସାଉଁଲି ନୁହେଁ ଗାଁ ଧରେ ବହିକି ଚହକି କଣ୍ଟା ଦେଲା ବଙ୍କା ଥୁଆ ହଳଟା,
ହଳ ବାଲି ଆଡ଼େ ଚାଷୀ ପ୍ରମାଣ ନାହିଁକି ଚାଷ ଘରେ ଥିଲା ଇଟା ନିଆଁ ଜାଣିକି,
ବଳ କାଲି ଆଡ଼େ ବାସି ବାଣ କାହିଁକି ରସ ପରେ ଦେଲା ପିଟା ଧୁଆଁ ଛାଣିକି,
ତେଲ ଖୋଲା ଥିଲା ଖରା ବେଳେ ରାତି ସମ୍ମାନ ଦେଲା ବେଲର ନେଲ ବେପାର ଖୋଲା ହେଲା,
ପେଲ ଖୋଲା ପିଲା ଚରା ପାଳେ ଜାତି ଦୋକାନ ହେଲା ଡଲର ଗେଲ ଶିକାର ଚ...
Published on May 24, 2024 19:53